• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ସଂସ୍କୃତି ଓ ଐତିହ୍ୟ, ଐତିହାସିକ

ଦେବଗଡ ସହରଠାରୁ ସମ୍ବଲପୁର ଯିବା ରାସ୍ତାରେ ୧୩ କିଲୋମିଟର ବ୍ଯବଧାନରେ କୈଳାଶ ଅବସ୍ଥିତ । ଏହିଠାରେ ଥିବା ଜଙ୍ଗଲ ପରିବେଷ୍ଟିତ ଉଚ୍ଚ ପର୍ବତ ଶ୍ରେଣୀ ଜନମନ ହରଣକାରୀ । ଏଠାରେ ପର୍ବତର ପାଦଦେଶରେ ରାଜା ଦିବ୍ୟଶଙ୍କର ସୁଢଳଦେବ (୧୯୧୬-୧୯୨୦) ନିର୍ମାଣ କରିଥିଲେ ଏକ ମନୋରମ ଶୈଳନିବାସ । ପ୍ରକୃତିପ୍ରେମୀ ତଥା ବଣଭୋଜି ନିମିତ୍ତ କୈଳାସ ପ୍ରକୃତି ମାତାର ଏକ ଅନବଦ୍ୟ ଅବଦାନ ।

ବିମାନ ମାର୍ଗରେ
ନିକଟତମ ବିମାନ ବନ୍ଦର - ଭୁବନେଶ୍ବର - ୩୦୦ କି. ମି.

ସଡ଼କ ପଥରେ
ଦେବଗଡ଼ରୁ ୧୩ କି. ମି.

ରେଳଗାଡ଼ିରେ
ନିକଟତମ ରେଳବାଇ ଷ୍ଟେସନ - ରେଢାଖୋଲ - ୧୧୦ କି. ମି.