• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ

ଦେବଗଡ ଜିଲ୍ଲା ଭୁବନେଶ୍ବର ଠାରୁ ରାସ୍ତାରେ  ପ୍ରାୟ ୨୬୦ କିଲୋମିଟର ।

ରେଢାଖୋଲ ନିକଟତମ ରେଳ ଷ୍ଟେସନ, ଯାହାକି ଦେବଗଡ ଠାରୁ ୯୦ କିଲୋମଟର ଦୂରରେ ଅବସ୍ଥିତ । ଅନୁଗୁଳ  ଦ୍ଵିତୀୟ ନିକଟତମ ରେଳ ଷ୍ଟେସନ, ଯାହାକି ଦେବଗଡ ଠାରୁ ୧୨୦ କିଲୋମିଟର ଦୂରରେ  ଅବସ୍ଥିତ । 

ନିକଟତମ ବିମାନଘାଟି – ଭୁବନେଶ୍ବର ।