| କ୍ରମିକ ସଂଖ୍ୟା | ବିଷୟ | ବର୍ଣ୍ଣନା | କାର୍ଯ୍ୟାଳୟର ନାମ | ଆରମ୍ଭ ତାରିଖ | ଶେଷ ତାରିଖ | ଦେଖନ୍ତୁ/ଡାଉନଲୋଡ୍ |
|---|---|---|---|---|---|---|
| 1 | ଦେବଗଡ଼ ବନଖଣ୍ଡକୁ ବିଭିନ୍ନ ଚାରା ସାମଗ୍ରୀ ଯୋଗାଣ ପାଇଁ ଟେଣ୍ଡର ଆହ୍ଵାନ ନୋଟିସ | ଦେବଗଡ଼ ବନଖଣ୍ଡକୁ ବିଭିନ୍ନ ଚାରା ସାମଗ୍ରୀ ଯୋଗାଣ ପାଇଁ ଟେଣ୍ଡର ଆହ୍ଵାନ ନୋଟିସ |
11-06-2026 | 30-06-2026 - |
Download (3.7 MB)
|
|
| 2 | ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଦେବଗଡ଼ ନିମେନ୍ତ ସାମଗ୍ରୀ (IEC) ମୁଦ୍ରଣ ପାଇଁ ଟେଣ୍ଡର | ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଦେବଗଡ଼ ନିମେନ୍ତ ସାମଗ୍ରୀ (IEC) ମୁଦ୍ରଣ ପାଇଁ ଟେଣ୍ଡର |
10-06-2026 | 30-06-2026 - |
Download (5.35 MB)
|
|
| 3 | ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଦେବଗଡ ଅଧୀନରେ ଅଫିସ୍ ଷ୍ଟେସନାରୀ ଯୋଗାଣ ପାଇଁ ଆଗ୍ରହୀ ଯୋଗ୍ୟ ବିଡରଙ୍କଠାରୁ ସିଲ୍ ହୋଇଥିବା ଟେଣ୍ଡର ଆହ୍ୱାନ କରାଯାଉଛି। | ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଦେବଗଡ ଅଧୀନରେ ଅଫିସ୍ ଷ୍ଟେସନାରୀ ଯୋଗାଣ ପାଇଁ ଆଗ୍ରହୀ ଯୋଗ୍ୟ ବିଡରଙ୍କଠାରୁ ସିଲ୍ ହୋଇଥିବା ଟେଣ୍ଡର ଆହ୍ୱାନ କରାଯାଉଛି। |
10-06-2026 | 30-06-2026 - |
(1.2 MB) Office Stationery
|
|
| 4 | ଚାଉଳ ଗ୍ରହଣ କେନ୍ଦ୍ର (RRC) କୁ ଗହମ ପରିବହନ ପାଇଁ ସ୍ତର-I ପରିବହନ ଠିକାଦାରଙ୍କ ଚୟନ ଏବଂ ନିଯୁକ୍ତି ପାଇଁ ଯୋଗ୍ୟ ବିଡରଙ୍କଠାରୁ ଟେଣ୍ଡର ଆହ୍ବାନ କରାଯାଉଛି। | ଖାଦ୍ୟ ସଂରକ୍ଷଣ ଡିପୋ (FSD), FCI ରୁ ଚାଉଳ ଗ୍ରହଣ କେନ୍ଦ୍ର (RRC) କୁ ଗହମ ପରିବହନ ପାଇଁ ସ୍ତର-I ପରିବହନ ଠିକାଦାରଙ୍କ ଚୟନ ଏବଂ ନିଯୁକ୍ତି ପାଇଁ ଯୋଗ୍ୟ ବିଡରଙ୍କଠାରୁ ଅନଲାଇନ୍ ଟେଣ୍ଡର ଆହ୍ବାନ କରାଯାଉଛି। |
09-06-2026 | 29-06-2026 - |
Download (404.56 KB)
|
|
| 5 | ଦେବଗଡ଼ ବନଖଣ୍ଡ ଅନ୍ତର୍ଗତ ରିଆମାଳ ରେଞ୍ଜର ପାଳସମା ସେକ୍ସନ ସ୍ଥିତ କର୍ଲାଗାଠାରେ ମଲ୍ଟି ପ୍ରଡକ୍ଟ କ୍ଲଷ୍ଟର (ବହୁମୁଖୀ ଉତ୍ପାଦ ଗୋଷ୍ଠୀ) ଗୃହ ନିର୍ମାଣ। | ଦେବଗଡ଼ ବନଖଣ୍ଡ ଅନ୍ତର୍ଗତ ରିଆମାଳ ରେଞ୍ଜର ପାଳସମା ସେକ୍ସନ ସ୍ଥିତ କର୍ଲାଗାଠାରେ ମଲ୍ଟି ପ୍ରଡକ୍ଟ କ୍ଲଷ୍ଟର (ବହୁମୁଖୀ ଉତ୍ପାଦ ଗୋଷ୍ଠୀ) ଗୃହ ନିର୍ମାଣ। |
04-06-2026 | 18-06-2026 -05.00 PM |
Download (1.6 MB)
|
| Sr. No. | Title | Description | Start Date | End Date | Download/Details |
|---|---|---|---|---|---|
| 1 | ଦେବଗଡ଼ ଜିଲ୍ଲାର OAVs ପାଇଁ ଶିକ୍ଷାବର୍ଷ 2026-27 ପାଇଁ ଏକାଦଶ ଶ୍ରେଣୀ ବିଜ୍ଞାନ ଏବଂ ବାଣିଜ୍ୟ (CBSE ପାଠ୍ୟକ୍ରମ)ରେ ପ୍ରବେଶ ପାଇଁ ଆବେଦନ ଆମନ୍ତ୍ରିତ କରାଯାଇଛି। | ଦେବଗଡ଼ ଜିଲ୍ଲାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ଶିକ୍ଷାବର୍ଷ 2026-27 ପାଇଁ ଏକାଦଶ ଶ୍ରେଣୀ ବିଜ୍ଞାନ ଏବଂ ବାଣିଜ୍ୟ (CBSE ପାଠ୍ୟକ୍ରମ) ରେ ପ୍ରବେଶ ପାଇଁ ଯୋଗ୍ୟ ଛାତ୍ରଛାତ୍ରୀଙ୍କଠାରୁ ନିର୍ଦ୍ଧାରିତ ଫର୍ମାଟରେ ଅଫଲାଇନ୍ ମୋଡରେ ଆବେଦନ ଆହ୍ୱାନ କରାଯାଉଛି। |
03-06-2026 | 25-06-2026 | Publication letter.pdf (237.15 KB) , Admission Guidelines_ XI.pdf (948.16 KB) , APPLICATION FORM XI 2026-27.pdf (153.63 KB) |