• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ଐତିହାସିକ, ପ୍ରାକୃତିକ

ଓଲଟ ବଟ ଦେବଗଡ ସହର ଅନ୍ତର୍ଭୁକ୍ତ ପୁରୁଣାଗଡ ଅଞ୍ଚଳରେ ଅବସ୍ଥିତ ଏକ ଭିନ୍ନ ପ୍ରଜାତିର ଏବଂ ଦୁର୍ଲଭ ତଥା ଦୁଷ୍ପ୍ରାପ୍ୟ ବରଗଛ । ସମ୍ବଲପୁର ଦିଗରୁ ଦେବଗଡ ସହରକୁ ପ୍ରବେଶ କରିବା ସମୟରେ ସ୍ଵାଗତ କରିବା ମୁଦ୍ରାରେ ଦଣ୍ଡାୟମାନ ଏହି ବରଗଛଟି । ଏହାର ପତ୍ର ଗୁଡିକ ଓଲଟା । ଏହି ବରଗଛଟି ଏଠାକାର ଜନସାଧାରଣଙ୍କ ଧାର୍ମିକ ଭାବନା ସହ ସଂଯୁକ୍ତ ଏବଂ ପୂଜିତ ।

ବିମାନ ମାର୍ଗରେ
ନିକଟତମ ବିମାନ ବନ୍ଦର - ଭୁବନେଶ୍ବର - ୨୭୦ କି. ମି.

ସଡ଼କ ପଥରେ
ଦେବଗଡ ସହର ମଧ୍ୟରେ ।

ରେଳଗାଡ଼ିରେ
ନିକଟତମ ରେଳବାଇ ଷ୍ଟେସନ - ରେଢାଖୋଲ - ୯୦ କି. ମି.