• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ପ୍ରାକୃତିକ, ପ୍ରାକୃତିକ ସୌନ୍ଦର୍ଯ୍ୟ

କୈଳାଶ ଠାରୁ ଜାତୀୟ ରାଜପଥରେ ସମ୍ବଲପୁର ଅଭିମୁଖେ ୬-୭ କିଲୋମିଟର ଅନ୍ତରରେ ଅବସ୍ଥିତ ଗ୍ରାମ ବରଘାଟ । ବରଘାଟଠାରୁ ଦକ୍ଷିଣ ଦିଗକୁ ଯାଇଥିବା ପିଚୁ ରାସ୍ତାର ୨ କିଲୋମିଟର ପରେ ବରଘାଟ ନାଳରେ ସୃଷ୍ଟି ହୋଇଛି ସୁଦୃଶ୍ୟ ଜଳ ପ୍ରପାତ ଦେଓଝର । ଚତୁର୍ପାର୍ଶ୍ୱ ଘଞ୍ଚବନାନୀର ଶ୍ୟାମଳିମା ତଥା ପ୍ରପାତର ମନ୍ଦ୍ର ନାଦ ପର୍ଯ୍ୟଟକମାନଙ୍କ ପ୍ରାଣରେ ଭରିଦିଏ ଅଫୁରନ୍ତ ଉଦ୍ଦୀପନା ଓ ପ୍ରେରଣା । ପ୍ରକୃତିପ୍ରେମୀ ତଥା ବଣଭୋଜି ନିମିତ୍ତ ଏହା ଏକ ପ୍ରକୃଷ୍ଟ ସ୍ଥାନ ।

ବିମାନ ମାର୍ଗରେ
ନିକଟତମ ବିମାନ ବନ୍ଦର - ଭୁବନେଶ୍ବର - ୩୦୦ କି. ମି.

ସଡ଼କ ପଥରେ
ଏହି ସ୍ଥାନଟି ଦେବଗଡ ଠାରୁ ୧୬ କିଲୋମିଟର ଦୂରରେ ଅବସ୍ଥିତ ।

ରେଳଗାଡ଼ିରେ
ନିକଟତମ ରେଳବାଇ ଷ୍ଟେସନ - ରେଢାଖୋଲ - ୧୦୦ କି. ମି.